ପ୍ରିୟ ଉଇକିଆଳିଗଣ,
ଡେରିରେ ଲେଖିଥିବାରୁ ଦୁଃଖିତ । ଷଷ୍ଠ ଉଇକି
ମେଳଣ<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E…
ସମୟରେ
କିଛି ବିଷୟ ଆଲୋଚନା କରଯାଇଥିଲା, ସେଗୁଡ଼ିକ ହେଲା:
୧. ୟୁଜର ଇଣ୍ଟରଫେସରେ ବଦଳ (ଏହା ସମ୍ପର୍କରେ ଆଲୋଚନା ସଭାରେ ଆଲୋଚନା
<http://or.wikipedia.org/wiki/%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE#.E0.AD.9F.E0.AD.81.E0.AC.9C.E0.AC.B0_.E0.AC.87.E0.AC.A3.E0.AD.8D.E0.AC.9F.E0.AC.B0.E0.AC.AB.E0.AD.87.E0.AC.B8.E0.AD.8D.E2.80.8C.E0.AC.B0.E0.AD.87_.E0.AC.B9.E0.AD.8B.E0.AC.87.E0.AC.A5.E0.AC.BF.E0.AC.AC.E0.AC.BE_.E0.AC.AC.E0.AC.A6.E0.AC.B3>
ଚାଲିଛି)
୨. ଉଇକିପିଡିଆ ଉପରେ ଦେଖାଯାଉଥିବା ବ୍ୟାନର ରେ ବଦଳ (ଉଇକିପିଡିଆରେ ନୂଆ ଉଇକିଆଳିଙ୍କ
ସହାୟତା ନିମନ୍ତେ ଥିବା ବ୍ୟାନରଟି ବହୁତ ବଡ ଥିଲା । ଏଣୁ ଏହାକୁ ବଦଳାଇ ନୂଆ, ଆକର୍ଷଣୀୟ ଓ
ଉପଯୋଗୀ ଆଉ ଏକ ବ୍ୟାନର ଯୋଡିବା ପ୍ରସଙ୍ଗ ଉଠିଥିଲା । ବ୍ୟାନରରେ ଆଜି ଅଳ୍ପ ବଦଳ କରାଯାଇଛି)
୩. ଓଡ଼ିଆ ଉଇକିପିଡିଆରେ ଉଇକି ସଂବାଦ ଆରମ୍ଭ କରିବା ଯୋଜନା । (ଏହା ପାଇଁ କିଛି
ସମ୍ପାଦିକଙ୍କ ସହାୟତା ନେବା ପାଇଁ ପ୍ରସ୍ତାବ ଥିଲା)
୪. ULS ର ଉପଯୋଗିତା କେତେ ? ଉଇକିପିଡିଆରେ ଏହି ବଦଳ ଯୋଗୁଁ ନୂଆ ଓ ପୁରୁଣା ଉଇକିଆଲି ଏବଂ
ଇଣ୍ଟର୍ନେଟ ସ୍ୟାଭି ଓ ଅନଭ୍ୟସ୍ତ ବ୍ୟକ୍ତିଙ୍କ ଅସୁବିଧା-ସୁବିଧା ସମ୍ପର୍କରେ ଆଲୋଚନା
କରଯାଇଥିଲା ।
୫. ଏତଦ ବ୍ୟତୀତ ଓଡ଼ିଆ ଉଇକିପିଡିଆକୁ ଅଧିକ ଲୋକଙ୍କ ପାଖରେ କିପରି ପହଞ୍ଚାଇହେବ (?),
ବୁର୍ଲା, ଖୋର୍ଦ୍ଧା ଓ ଅନ୍ୟାନ୍ୟ ସ୍ଥାନରେ ହେବାକୁ ଥିବା ଉଇକି କର୍ମଶାଳା ପରିଚାଳନା,
ୟୁସର ଇଣ୍ଟରଫେସ କୁ ଅଧିକ ସହଜ କରିବା ପାଇଁ ଆବଶ୍ୟକୀୟ ଅନ୍ୟାନ୍ୟ ବଦଳ ସମ୍ପର୍କରେ ଆଲୋଚନା
ହୋଇଥିଲା ।
ସେଠାରେ ସେଦିନ ଅନେକ ଉଇକିଆଳି ଉପସ୍ଥିତ ରହିପାରିନଥିଲେ । ଏଣୁ ଉକ୍ତ ବିଷୟ ଗୁଡ଼ିକ ବାବଦରେ
ଆପଣଙ୍କ ମତାମତ ଆଲୋଚନା
ସଭାରେ<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%…
ଦିଅନ୍ତୁ
।
--*ଶିତିକଣ୍ଠ*<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:%E0%AC%B6%E0%AC%BF%E0%AC%A4%E0%AC%BF%E0%AC%95%E0%AC%A3%E0%AD%8D%E0%AC%A0_%E0%AC%A6%E0%AC%BE%E0%AC%B6>
(
ଆଲୋଚନା<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC…
)