ଭାଇ, user page ଲିଙ୍କ ଯଦି ଦଉଛନ୍ତି, ତାହେଲେ "User" ଇଂରାଜୀରେ ଲେଖନ୍ତୁ, ଏମିତି
ବ୍ରେକ ହେବନି । ନହେଲେ ଆଉଥରେ ଓଡ଼ିଆ ଶବ୍ଦଗୁଡିକୁ କପି କରି ଯୋଡି ଦିଅନ୍ତୁ, ଠିକ ଭାବେ
ଆସିବ :)
Regards,
Ansuman <http://twitter.com/an5um>
*ଓଡ଼ିଆ ଉଇକିପିଡ଼ିଆ <http://or.wikipedia.org/>*
2013/7/7 ଦୀପ୍ତିମାନ ପାଣିଗ୍ରାହୀ <guguly18(a)gmail.com>
ଭୁବନେଶ୍ୱରରେ ଓଡ଼ିଆ ଉଇକିପିଡ଼ିଆ ପରିବାର, Voluntary Health
Association of India
ର କର୍ମଚାରୀମାନଙ୍କ ମଧ୍ୟରେ ଓଡ଼ିଆ ଉଇକିପିଡ଼ିଆରେ ଯୋଗଦାନ ନିମନ୍ତେ ଏକ କର୍ମଶାଳା
ଆୟୋଜିତ ହବାକୁ ଯାଉଛି। ଏହା ୦୭ ଜୁଲାଇ ୨୦୧୩ (ସୋମବାର) ଦିନ ଘ୧୧.୦୦ମି "Voluntary
Health Association of India ,Flat No. 204, III Floor, Royal Residency,
Forest Park, Bhubaneswar,
751009'<
https://maps.google.com/maps?q=OUAT+Main+Campus,+Unit+7,+Surya+Nagar,+Bhuba…
ଠାରେ
ଅନୁଷ୍ଠିତ ହବାକୁ ଯାଉଛି।
କର୍ମଶାଳାର ବିଷୟବସ୍ତୁ
- ଓଡିଆ ଉଇକିପଡ଼ିଆରେ ସାଧାରଣ ସମ୍ପାଦନା
- ଉଇକିପିଡ଼ିଆର ଉପଯୋଗୀତା ତଥା ଔଷଧ ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଏହାର ବ୍ୟବହାର
- ଭବିଷ୍ୟତ ରେ ଉକ୍ତ ଅନୁଷ୍ଠାନ ରେ ପ୍ରତି ମାସ ରେ ଗୋଟିଏ କର୍ମଶାଳା କରିବା ପ୍ରସ୍ତାବ
ଯୋଗଦାନକାରୀ ଉଇକିଆଳି
*ତଳେ ନିଜ ନାମ* # [[ବ୍ୟବହାରକାରୀ:ଇଉଜର ନେମ|ପ୍ରକୃତ ନାମ]] *ଫରମାଟରେ ଲେଖନ୍ତୁ* ।
1. ସୁବାସ ଚନ୍ଦ୍ର
ରାଉତ<
http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%…
2. ଶ୍ଵେତପଦ୍ମା
ଶତପଥୀ<
http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%…
3. ସୁଭାସିସ ପାଣିଗ୍ରାହୀ<
http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%…
4. ଶିତିକଣ୍ଠ ଦାଶ<
http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%…
5. ଦୀପ୍ତିମାନ
ପାଣିଗ୍ରାହୀ<
http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%…
--
Regards
Diptiman Panigrahi
M.Tech Information Security
Birla Institute of Technology Mesra
Ranchi, Jharkhand
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or