ଆଜ୍ଞା ଓଳିଗି,
*ଉଇକିପ୍ରକଳ୍ପ* ଓଡ଼ିଆ
ଉଇକିପିଡ଼ିଆ<http://or.wikipedia.org/wiki/%E0%AC%AA%E0%AD%8D%E0%AC%B0%E0%A…
ଭିତରେ
ନୂଆ ନୂଆ ପ୍ରକଳ୍ପ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଭାଗରେ ଲେଖା, ଛବି ତଥା ଅନ୍ୟାନ୍ୟ
ମାଧ୍ୟମକୁ ଆଣିବାର ଏକ ପ୍ରଚେଷ୍ଟା । ପ୍ରଥମ ଓଡ଼ିଆ ଉଇକିପ୍ରକଳ୍ପ ୨୩ ମେ ୨୦୧୧ ରେ ଆରମ୍ଭ
କରାଯାଇଥିଲା । ଏହାର ଲକ୍ଷ ଥିଲା ଓଡ଼ିଆ ଉଇକିପିଡ଼ିଆକୁ ଜୁନ ୧ ଆଗରୁ ୧୦୦୦ଟି ଲେଖାରେ
ଭରିବା । ଏବେ ଓଡ଼ିଆରେ
୧,୦୮୯<http://or.wikipedia.org/wiki/%E0%AC%AC%E0%AC%BF%E0%AC%B6%E0%AD%87%…
ଲେଖା ଅଛି । ଆଜି ଦୁଇଟି ନୂଆ ଉଇକିପ୍ରକଳ୍ପର ଆରମ୍ଭ କରାଯାଇଅଛି । ଆପଣ ସମସ୍ତଙ୍କୁ ଅନୁରୋଧ
ଏଥିରେ ଭାଗ ନିଅନ୍ତୁ ଓ ଉଇକିପିଡ଼ିଆକୁ ଆଗେଇ ନେବାରେ ସହଯୋଗ କରନ୍ତୁ ।
ଏବେ ଚାଲିଥିବା ଉଇକିପ୍ରକଳ୍ପ
୧. ଓଡ଼ିଆ ସାହିତ୍ୟ ପାଇଁ
ଉଇକିପିଡ଼ିଆ<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%…
୨. ଉଇକିପିଡ଼ିଆକୁ ଭଲପାଏ
ଓଡ଼ିଆ<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%…
ପୁରୁଣା ଉଇକିପ୍ରକଳ୍ପ
- ଓଡ଼ିଆ ଉଇକିପିଡ଼ିଆରେ ୧୦୦୦ଟି ଲେଖାର
ମେଳା<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E…
*ଯଦି ଆପଣ ଉପରେ ଥିବା ଏବେକାର କିଛି ପ୍ରକଳ୍ପରେ ଭାଗନେବାକୁ ଚାହାନ୍ତି ତେବେ ସେହି
ପ୍ରକଳ୍ପର ପୃଷ୍ଠାକୁ ଯାଇ ସେଠାରେ ନିଜର ନାଆଁ ଲେଖାନ୍ତୁ *।
Odia Wikipedia <http://or.wikipedia.org> has started 2 new WikiProjects.
1. Wikipedia for Odia
Literature:<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%…
This
project is destined to gather more encyclopedic articles on Odia Literature.
As of now our focus would be Documentation of Contemporary Odia literature.
For the classic literature, we will start a new project.
2. Odia loves
Wikipedia:<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%A…
project destined to gather more Public Domain media files (Pictures,
PDF,
Audio and Video) which will be beneficial for Odia Wikipedia. You just need
to add {{Odia loves Wikipedia}} in any new media file you add in Wikimedia
Commons. <http://commons.wikimedia.org>
*So, please take part in the movement, Add more content, media files to make
it reach in an active state.*
*
ସୁଭପାSubhashishPanigrahi
ଓଡ଼ିଆ ଉଇକିପିଡ଼ିଆ
_______________________________________________
Wikipedia Odia (Oriya) mailing list
wikipedia-or(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
facebook.com/OdiaWiki
Tweet @OdiaWiki
*