ନମସ୍କାର,
ଆଜି *କ୍ରୀଡା ଓ ଯୁବ ସେବା ବିଭାଗ* ସହ ମିଶି ଆୟୋଜିତ ହେଇଥିବା ଏସୀୟ
ଆଥଲେଟିକ୍ସ ଚ୍ୟାମ୍ପିୟନସିପ ଗଣସମ୍ପାଦନାରେ ପୁରୀ ଓ ଭୁବନେଶ୍ବରରୁ ୯ ଜଣ ଉଇକିଆଳି ଭାଗ
ନେଇଥିଲେ । ଏହି ଗଣସମ୍ପାଦନାରେ ଓଡ଼ିଆ ଓ ଇଂରାଜୀ ଉଇକିପିଡିଆରେ ୧୫ରୁ ଅଧିକ ଲେଖା
ସମ୍ପାଦନା କରାଯାଇଥିଲା ।
ଏହି ଗଣସମ୍ପାଦନା ଦ୍ଵାରା ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପର ଅଫିସିଆଲ ୱେବସାଇଟରେ
CC-BY-SA 4.0 ଲାଇସେନ୍ସ ଯୋଡ଼ାଯାଇଛି । (odisha2017.games)
-----------
*Sailesh Patnaik* "*ଶୈଳେଶ ପଟ୍ଟନାୟକ*"
Programme Associate, Access To Knowledge
Centre for Internet and Society
Phone: +91-7537097770
*LinkedIn* :
https://www.linkedin.com/in/sailesh-patnaik-551a10b4
*Twitter* : @saileshpat
"Imagine a world in which every single human being can freely share in the
sum of all knowledge. Help us make it a reality"