ଆଗାମୀ ବର୍ଷ ପାଇଁ କାମ ଯୋଜନା ନିମନ୍ତେ ଆଜି (୩ ତାରିଖ) ସଞ୍ଜ ୭ଟାରେ IRC ଆଲୋଚନା ହେବ ।
IRC ପାଇଁ ଚ୍ୟାନେଲ #wikipedia-or । କିପରି ଭାଗନେବେ ତାହା ଏଠାରୁ ଜାଣିପାରିବେ:
http://goo.gl/uRrP90
ଭାଗ ନେବାକୁ ଅନୁରୋଧ,
ସୁଭାସିସ ପାଣିଗାହି, ଆକସେସ ଟୁ ନଲେଜ
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
@psubhashish