ନମସ୍କାର,
CIS-A2K ଓଡ଼ିଆ ଭାଷା ପାଇଁ ନୁଆ ପ୍ରୋଗ୍ରାମ ଆସୋସିଏଟ(କନସଲଟାଣ୍ଟ - ଆକସେସ ଟୁ ନଲେଜ -
ଲାଙ୍ଗୁଏଜ ଆଙ୍କର)ଭାବରେ ମତେ ମନୋନୋନିତ କରିଛି । ଏହି ପଦବୀରେ ରହି ମୋର ଦାୟିତ୍ୱ ଓ
କାର୍ଯ୍ୟପନ୍ଥି ବିଷୟରେ ଯୋଜନା ଓ ଆଲୋଚନା କରିବା ପାଇଁ ମୁଁ ସଭିଙ୍କୁ ଏକ IRC ରେ ଭାଗ
ଅନୁରୋଧ କରୁଛି । ଏହି IRC ୨୯ ନଭେମ୍ବର ରାତି ୮ଟାରେ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି
। ଆପଣମାନଙ୍କୁ ନିଜ ସୁବିଧା ସମୟ ଆଲୋଚନା ସଭା
<https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE_%E0%AC%B8%E0%AC%AD%E0%AC%BE#.E0.AD.A8.E0.AD.AF_.E0.AC.A4.E0.AC.BE.E0.AC.B0.E0.AC.BF.E0.AC.96.E0.AC.B0.E0.AD.87_.5BIRC.5D.E0.AC.B0.E0.AD.87_.E0.AC.AD.E0.AC.BE.E0.AC.97_.E0.AC.A8.E0.AD.87.E0.AC.AC.E0.AC.BE_.E0.AC.AA.E0.AC.BE.E0.AC.87.E0.AC.81_.E0.AC.85.E0.AC.A8.E0.AD.81.E0.AC.B0.E0.AD.8B.E0.AC.A7.E0.A5.A4>ରେ
ଜଣାଇବା
ପାଇଁ ବିନୀତ ଅନୁରୋଧ ।
"*IRC** (Internet Web Chat)ରେ କିପରି ଭାଗନେବେ*:"
- Open
http://webchat.freenode.net/?channels=wikipedia-or
<
http://l.facebook.com/l.php?u=http%3A%2F%2Fwebchat.freenode.net%2F%3Fchanne…
- Give your full name in "*Nick: "*
- The Channel name should be #wikipedia-or (by default)
- Type Displayed CAPTCHA
- Press *connect*.
- Now it will connect you to Internet Web Chat (IRC). Type in the bottom
box just like normal chat and press "*ENTER*" to post your comment
--
Best!
*Sailesh Patnaik* "*ଶୈଳେଶ ପଟ୍ଟନାୟକ"*
Programme Associate, Access To Knowledge
Centre for Internet and Society
@saileshpat /
in.linkedin.com/sailesh-patnaik