This link is no more required I think.
https://meta.wikimedia.org/wiki/User:Saileshpat/ORWS3
People may get confused and support there rather than the original grant
page.
Regards,
*Jnanaranjan Sahu*
*Bhubaneswar*
2017-10-04 14:04 GMT+05:30 Sailesh Patnaik <sailesh.patnaik007(a)gmail.com>om>:
ନମସ୍କାର,
ଏହି ଅକ୍ଟୋବର ରେ ଓଡ଼ିଆ ଉଇକିପାଠାଗାରକୁ ତିନି ବର୍ଷ ପୁରିବ । ଏହି ଜନ୍ମ ବାର୍ଷିକୀ
ଅବସରରେ ଭୁବନେଶ୍ବରରେ ଏକ ସମ୍ମିଳନୀ ଆୟୋଜନ କରିବାର ପ୍ରସ୍ତାବ ଥିଲା, ସେହି ପ୍ରସ୍ତାବ କୁ
ଧ୍ୟାନରେ ରଖି ମେଟାରେ ଗ୍ରାଣ୍ଟ ପୃଷ୍ଠା
<https://meta.wikimedia.org/wiki/User:Saileshpat/ORWS3> ତିଆରି ହେଇଛି ।
ମେଟାରେ ରାପିଡ଼ ଗ୍ରାଣ୍ଟ ଆବେଦନ କରାଯାଇଛି, ସମର୍ଥନ ଦେବାକୁ ଅନୁରୋଧ କରୁଛି ଓ କିଛି
ଆଲୋଚନା କରିବାକୁ ଥିଲେ ଆଲୋଚନା ସଭାରେ ଲେଖିବାକୁ ଅନୁରୋଧ ।
- ମେଟାରେ ଏଠି ସମର୍ଥନ
<https://meta.wikimedia.org/wiki/Grants:Project/Rapid/
Chinmayee_Mishra/Odia_Wikisource%27s_3rd_anniversary>
କରନ୍ତୁ
।
- କିଛି ଅନ୍ୟ ତଥ୍ୟ ଯୋଡ଼ିବାକୁ ଥିଲେ ଗ୍ରାଣ୍ଟ ପୃଷ୍ଠାରେ ଯୋଡନ୍ତୁ ।
-----------
*Sailesh Patnaik* "*ଶୈଳେଶ ପଟ୍ଟନାୟକ "*
Community Advocate, Access To Knowledge Program
Centre for Internet and Society
Phone: +91-7537097770
*LinkedIn* :
https://www.linkedin.com/in/sailesh-patnaik-551a10b4
*Twitter*: @saileshpat
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or