ପ୍ରିୟ ଉଇକିଆଳି ବନ୍ଧୁଗଣ,
ଗତ କାଲି ହୋଇଥିବା ଉଇକି
ମେଳଣ<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E…
ବେଳେ
ଓଡ଼ିଆ ଉଇକିପିଡିଆ ୟୁଜର ଇଣ୍ଟରଫେସରେ କିଛି ବଦଳ କରାଯାଇଅଛି, ସେଗୁଡିକ ହେଲା:
ସମ୍ପାଦନା -> ସମ୍ପାଦନା (edit)
ସାଇତିବେ -> ସାଇତିବେ [save]
ଦେଖେଣା -> ପ୍ରାକଦର୍ଶନ [preview]
[image: Edit option
screenshot-or.png]<http://or.wikipedia.org/wiki/%E0%AC%AB%E0%AC%BE%E0%AC…
ନୂଆ ଉଇକିଆଳି ଓ ସାଧାରଣ ବ୍ୟବହାରକାରୀ, ଯେଉଁମାନେ ଇଂରାଜୀ ଇଣ୍ଟରଫେସ ସହ ଅଭ୍ୟସ୍ତ,
ସେମାନଙ୍କ ସୁବିଧା ପାଇଁ ଏହିସବୁ ବଦଳ କରାଯାଇଅଛି । ମେଳଣ ସମୟରେ ସବୁ ଉଇକିଆଳି ଉପସ୍ଥିତ
ନଥିଲେ; ତେଣୁ ନୂଆ ଓ ପୁରୁଣା ଉଇକିଆଳିମାନେ ବଦଳ ବାବଦରେ ନିଜ ନିଜ ମତାମତ ଦେବାକୁ ଅନୁରୋଧ
।
*ଶିତିକଣ୍ଠ ଦାଶ... *
[image: Save &
Preview]<http://or.wikipedia.org/wiki/%E0%AC%AB%E0%AC%BE%E0%AC%87%E0%AC%…