ହଁ ହଁ ପୁର୍ବାବଲୋକନ ଟା ଠିକ.. ହେଲେ 'ଦେଖଣା' ଭଳି ଯଦି କିଛି ସରଳ ଓଡ଼ିଆ ଶବ୍ଦ ଅଛି ତାହେଲେ ଟିକେ କହିବେ.. ପୁର୍ବାବଲୋକନ ଟା ଏତେ ଜଟିଳ ଲାଗୁଛି ଯେ ତା ଅପେକ୍ଷା ଓଡ଼ିଆ ଅକ୍ଷରରେ 'ପ୍ରିଭିଉ' ବୋଲି ଲେଖିଲେ ବୋଧେ ଭଲ ହବ.. ଆରାମରେ ବୁଝା ପଡ଼ିବ.. କାରଣ ଆମର ଏଠି ଅନୁବାଦ କରିବାର ଗୋଟାଏ ବୋଲି ଉଦ୍ଦେଶ୍ୟ - ଅର୍ଥ ବୁଝା ପଡ଼ିବା ଦରକାର.. ମୋଜିଲା ଫାଏରଫକ୍ସ ଓଡ଼ିଆ କି ଗୁଗୁଲ ଓଡ଼ିଆ କି ଉବୁଣ୍ଟୁ ଓଡ଼ିଆ ଭଳି ଓଡ଼ିଆ ଅନୁବାଦ ନ କରିବାଟା ଭଲ ମୋ ମତରେ..
--
ସଁବି ମହାତ