ଭାଇ ଭଲ କଥା ଯେ ହେଲେ ସେଇଟା ୧୬ ପଣା ନୁହେ ଅଣା । ଯାହା ରଖିଲେ ଚଳିବ ଖାଲି ବ୍ୟବହାରକାରୀ ଜାଣି ପାରିଲେ ହେଲା । ଆଉ ହଁ ଆମେ ଏସବୁରେ ସମୟ ନଷ୍ଟ ନକରି ଲେଖାଲେଖିରେ ଧ୍ୟାନ ଦେଲେ ଭଲ ହେବ । ଭୁଲ ଥିଲେ କ୍ଷମା କରିବେ ଆଜ୍ଞା



Thanks & Regards,
Jnanaranjan Sahu
Bhubaneswar



2012/4/2 Swmbi Mwhatw <mwhatw@gmail.com>

କଥାଟା ସୋଳ ପଣେ ସତ ଆଜ୍ଞା.. ତେବେ Preview ପାଇଁ ପରଖିବେ ବୋଲି ଲେଖିଲେ ମୋ ମତରେ ସବୁଠୁ ଭଲ ହୁଅନ୍ତା.. ଯେମିତି Save ପାଇଁ ସାଇତିବେ ବୋଲି ଲେଖାହୋଇଛି..

--
ସଁବି ମହାତ


_______________________________________________
Wikipedia-OR mailing list
Wikipedia-OR@lists.wikimedia.org
https://lists.wikimedia.org/mailman/listinfo/wikipedia-or