ଆଜ୍ଞା ଜୁହାର,
ଓଡ଼ିଆ ଉଇକିପିଡ଼ିଆ ୩ୟ ବେଙ୍ଗାଳୁରୁ ମେଳଣରେ ଯୋଗଦାନ କରି ଆମ୍ଭ ଭାଷାର
ଏହି ଚଳନ୍ତି ଜ୍ଞାନକୋଷର ବିକାଶ କରିବାରେ ସହଯୋଗ କରିବା ହୁଅନ୍ତୁ ।
ଜାଗା: ଡମଳୁରୁ
ବେଳା: ଦିବା ୩ ଘଟିକା, ୨୮ ଅଗଷ୍ଟ ୨୦୧୧ ।
ଅଧିକ ଜାଣିବା ନିମନ୍ତେ http://or.wikipedia.org/wiki/WP:WPOMBLR3 ଦେଖନ୍ତୁ ।
ଶୁଭକାମନା
ସିରି ସୁଭାସିସ ପା
Agyan Juhara,
Odia Wikipedia is organizing the 3rd Bangalore Odia Wiki Meetup at Center for Internet and Society.
Please visit http://or.wikipedia.org/wiki/WP:WPOMBLR3 for more details and registration.
Please do come here and take part in the growth of our language.
regards
ସୁଭପାSubhashishPanigrahi