ଏହି ମେଲଟି ୨୪ ଜାନୁଆରିରେ ଭାଷା କମିଟିକୁ ପଠାଯାଇଥିଲା ଅନୁମୋଦନ ନିମନ୍ତେ, କିନ୍ତୁ ଏଯାଏଁ ଏହାକୁ ଅନୁମୋଦନ ମିଳିପାରିନାହିଁ । ଏହାର କାରଣ ହେଲା କିଛି ମାସ ତଳେ ଉଇକିମିଡ଼ିଆ ଫାଉଣ୍ଡେସନ ଉନେ ସ୍ଥିତ ରେଡ଼ ହ୍ୟାଟରେ ଜଣେ ଓଡ଼ିଆ କର୍ମଚାରିଙ୍କ ସହ ଆଲୋଚନା କରିଥିଲେ, ସେଠାରେ ସେହି ଭଦ୍ରବ୍ୟକ୍ତି ଫାଉଣ୍ଡେସନର କର୍ମଚାରିଙ୍କୁ ଓଡ଼ିଆ ଉଇକିପିଡ଼ିଆ ର ବନାନ ଭୁଲ ଅଛି ବୋଲି କହିଥିଲେ ଯାହାର ଫଳ ସ୍ଵରୂପ ଏବେ ଯାଏଁ ସବୁପ୍ରକାର ଅନୁବାଦ ତଥା ଅନ୍ୟାନ୍ୟ ଆବଶ୍ୟକତା ପୁରା ହୋଇଥିଲେ ହେଁ ଓଡ଼ିଆ ଉଇକିକଥାକୁ ଅନୁମୋଦନ ମିଳିପାରୁ ନାହିଁ । ଜଣେ ଅଣ-ଉଇକିଆଳିଙ୍କ ପାଇଁ ଏକ ଉଇକିପ୍ରକଳ୍ପକୁ ରୋକିବା ସମୀଚୀନ କି ନାଁ ତାହା ବିଚାରିବାକୁ ମୋର ସଭିଙ୍କୁ ଅନୁରୋଧ । ଆମେ ସଭିଏଁ ସାଥିହୋଇ ୫୫୩ ସଂଖ୍ୟକ ପ୍ରସଙ୍ଗରୁ ଆସି ୨୦୨୫ ଗୋଟି ପ୍ରସଙ୍ଗରେ ୧୦ ମାସ ଭିତରେ ପହଞ୍ଚିଛୁ ଓ ଆମ ପାଇଁ ସବୁଠାରୁ ବଡ଼ ପରୀକ୍ଷା ହେଉଛି ଅଧିକ ଲୋକନଙ୍କ ପାଖରେ ଉଇକିପିଡ଼ିଆକୁ ପହଞ୍ଚାଇବା, ଅଯଥା ନାମ ବଦଳ ପାଇଁ ଲଢାଇ ନୁହେଁ, ଏହା ମୋର ମତ । ତେବେ ମୋର ଅନୁରୋଧ ସଭିଏଁ ନିଜର ନିରପେକ୍ଷ ମତପୋଷଣ କରିବେ ।
Dear Community members,
FYI I have sent the mail below on 24 Jan to the language committee for the approval of Odia WikiQuote. The test project approval criteria is fine. But the reason of the project being hold is: Based on interaction of some employee of Redhat Wikimedia foundation Language committee has heard that the spelling of Wikipedia (ଉଇକିପିଡ଼ିଆ) is incorrect. Because of that the incubator project is not being approved. Language committee has not replied back my or informed the community the reason of this. So, I request you all to give your suggestion with regard to this. According to Wikipedia policy suggestions regarding any major changes are never taken from a non-Wikipedian. In this case a group linguist can only give a view and t your info the person who has informed the language committee about the spelling error is not one. So, as a community member I would request you to discuss it here in this thread and take this to further approval.
ସୁଭ_Subha